ସ୍ୱରାନ୍ତ Swarānta

  • ସଂ. ବିଣ (ବହୁବ୍ରୀହି; ସ୍ୱର+ଅନ୍ତ) — ଯେଉଁ ପଦର ଶେଷ ଅକ୍ଷର ସ୍ୱରବର୍ଣ୍ଣ ଅଟେ — (a word) Ending with a vowel