ସ୍ୱରବାହୀ Swara bāhī

  • ସଂ. ବି. (ସ୍ୱରବାହିନ୍; 1 ମା. 1 ବ) — ଯେଉଁ ବାଦ୍ୟରୁ କେବଳ ସ୍ୱର ବାହାରେ, ତାଳ ଆଦି ସୂଚିତ ହୁଏ ନାହିଁ (ହି. ଶ.) — A musical instrument from which tunes merely issue (& not the measures)