ସ୍ୱରବଦ୍ଧ Swara baddha

  • ସଂ. ବି ( 3 ୟା ତତ୍) — ସୁରରେ ବନ୍ଧା ହୋଇଥିବା (ଗୀତ ଆଦି); ନିର୍ଦ୍ଦିଷ୍ଟ ସ୍ୱରଅନୁସାରେ ରଚିତ (ସଙ୍ଗୀତ) — (song) Composed in a certain musical measure