ସ୍ୱରନାଭୀ Swaranābhī

  • ସଂ. ବି — ମୁହଁରେ ଫୁଙ୍କାଯାଇ ବଜାଯିବା ପ୍ରାଚୀନ କାଳରେ ବ୍ଯବହୃତ ଏକ ପ୍ରକାର ବାଜା—(ହି. ଶ.) — A kind of musical instrument used in ancient times by blowing with the mouth