ସ୍ୱର ମଣ୍ଡଳ Swara maṇḍaḻa

  • ସଂ. ବି. — ବୀଣା ବିଶେଷ (ଶବ୍ୱରତ୍ନାବଳୀ) — A kind of harp
  • ସଂ. ବି. — [ଉ—ଉପାଙ୍ଗ ମର୍ଦ୍ଦନ ସ୍ୱରମଣ୍ଡଳ ଏ ବୀଣା—ପ୍ରାଚୀ, ରହସ୍ୟ— ମଞ୍ଜରୀ।]