ସ୍ୱର ଭଙ୍ଗ Swara bhaṅga

  • ସଂ. ବି — 1 କଣ୍ଠ ବସିଯିବା ରୋଗ; ସ୍ୱର ବିକୃତିକର ରୋଗ— ବିଶେଷ; ଗଳାର ରୋଗବିଶେଷ; ସ୍ୱରଭେଦ — 1କଣ୍ଠ ବସିଯିବା ରୋଗ; ସ୍ୱର ବିକୃତିକର ରୋଗ— ବିଶେଷ; ଗଳାର ରୋଗବିଶେଷ; ସ୍ୱରଭେଦ— 1. A disease resulting in making the voice hoarse; hoarseness;
  • ସଂ. ବି — [ଦ୍ର—ଏହି ରୋଗରେ କଣ୍ଠସ୍ୱର କ୍ଷୀଣତର, କର୍କଶତର ଓ କଷ୍ଟନିଃସୃତ ହୁଏ। ଖୁବ୍ ଉଚ୍ଚୈଃସ୍ୱରରେ ବାରମ୍ବାର ଚିତ୍କାର କଲେ ବା ପାଠ କଲେ, ବିଷପାନ କଲେ, ଗଳାରେ ଗୁରୁତର ଆଘାତ ଲାଗିଲେ, ବାୟୁ କୁପିତ ହୋଇ ସ୍ୱରନାଳୀରେ ପ୍ରବେଶ କରିବାରୁ ଏ ରୋଗ ହୁଏ (ହି. ଶ.)
  • ସଂ. ବି — କଥା କହିବାବେଳେ (ଦୁର୍ବଳତା, ବାର୍ଦ୍ଧକ୍ୟ ବା ରୋଗ ଯୋଗୁଁ) ସ୍ୱରର କମ୍ପନ — Tremulousness of the voice (due to weakness, old age or disease etc)
  • ସଂ. ବି — 3 ଉତ୍କଣ୍ଠିତ ପ୍ରେମିକ ପ୍ରେମିକାଙ୍କ— ଠାରେ ଲକ୍ଷିତ ଅଷ୍ଟବିଧ ସାତ୍ତ୍ୱିକ ବିକାର ମଧ୍ୟରୁ ଏକତମ — 3ଉତ୍କଣ୍ଠିତ ପ୍ରେମିକ ପ୍ରେମିକାଙ୍କ— ଠାରେ ଲକ୍ଷିତ ଅଷ୍ଟବିଧ ସାତ୍ତ୍ୱିକ ବିକାର ମଧ୍ୟରୁ ଏକତମ—3. One of the eight stages marked in insatiated lovers
  • ସଂ. ବି — [ଦ୍ର—ଏହାର ଉଦାହରଣ ଭଞ୍ଜ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ 18 ଛାନ୍ଦ 28 ପଦରେ ବର୍ଣ୍ଣିତ ହୋଇଅଛି।] — [ଦ୍ର—ଏହାର ଉଦାହରଣ ଭଞ୍ଜ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ18ଛାନ୍ଦ28ପଦରେ ବର୍ଣ୍ଣିତ ହୋଇଅଛି]