ସ୍ୱର ଭଙ୍ଗୀ Swara bhaṅgī

  • ସଂ. ବି—(ସ୍ୱର ଭଙ୍ଗିନ୍ ଶବ୍ଦ; 1 ମା. 1 ବ) — 1 ପକ୍ଷି- ବିଶେଷ (ଶବ୍ଦ ଚନ୍ଦ୍ରିକା) — 1ପକ୍ଷି- ବିଶେଷ (ଶବ୍ଦ ଚନ୍ଦ୍ରିକା)—1. Name of a kind of bird
  • ସଂ. ବି—(ସ୍ୱର ଭଙ୍ଗିନ୍ ଶବ୍ଦ; 1 ମା. 1 ବ) — 2 ସ୍ୱରଭଙ୍ଗ (ଦେଖ) — 2ସ୍ୱରଭଙ୍ଗ (ଦେଖ)—2. Swara bhaṅga (See)
  • ସଂ. ବି—(ସ୍ୱର ଭଙ୍ଗିନ୍ ଶବ୍ଦ; 1 ମା. 1 ବ) — 3 ସ୍ୱରର ବିଶେଷତ୍ୱ — 3ସ୍ୱରର ବିଶେଷତ୍ୱ— 3. Peculiarity of voice
  • ସଂ. ବିଣ. ପୁଂ. — ସ୍ୱରଭଙ୍ଗ ରୋଗଗ୍ରସ୍ତ (ବ୍ଯକ୍ତି) — (a person) Suffering from hoarseness of voice