ସ୍ୱଭାବ ଚିକିତ୍ସା Swabhāba chikitsā

  • ସଂ. ବି (ଆଧୁନିକ ପ୍ରୟୋଗ) — ଭିନ୍ନ ଭିନ୍ନ ରୋଗଗ୍ରସ୍ତ ବ୍ଯକ୍ତିଙ୍କୁ କ୍ଷିତି, ଅପ୍, ତେଜଃ, ମରୁତ୍, ବ୍ୟୋମ, ଏହି ପଞ୍ଚଭୂତର ଭିନ୍ନ ଭିନ୍ନ ପ୍ରୟୋଗ ଦ୍ୱାରା ଚିକିତ୍ସା କରିବାର ବର୍ତ୍ତମାନ ଯୁଗରେ ଆବିଷ୍କୃତ ଚିକିତ୍ସା— ପ୍ରଣାଳୀ — Naturopathy