ସ୍ୱପ୍ନାବତୀ Swapnābatī
- ଦେ. ବି. ସ୍ତ୍ରୀ (ସଂ. ସ୍ୱପ୍ନବତୀ) — ସ୍ୱପ୍ନର ଅଧିଷ୍ଠାତ୍ରୀ ଦେବତା ବା ଠାକୁରାଣୀ — Name of the Goddess who appears to persons in dreams
- ଦେ. ବି. ସ୍ତ୍ରୀ (ସଂ. ସ୍ୱପ୍ନବତୀ) — [ଦ୍ର—ଏ ଲୋକଙ୍କୁ ସ୍ୱପ୍ନରେ ଦେଖା ଦେଇ ଉପଦେଶ ଦିଅନ୍ତି ବା ଭୟ ଦେଖାନ୍ତି ବା ସତର୍କ କରନ୍ତି।]