ସ୍ୱପନ ସୁନ୍ଦରୀ Swapana sundarī

  • ଦେ. ବି. ସ୍ତ୍ରୀ — ସ୍ୱପ୍ନାବତୀ (ଦେଖ) — Swapnābatī (See)
  • ଦେ. ବି. ସ୍ତ୍ରୀ — (ଉ—ସ୍ୱପନ ସୁନ୍ଦରୀ ଛାୟା ଆଗେ କହେ ଯେଣୁ—ପ୍ରାଚୀ, ଶ୍ରୀଗୁରୁଭକ୍ତିଗୀତା।)
  • ଦେ. ବି. ସ୍ତ୍ରୀ — ସ୍ୱପ୍ନରେ ମନୁଷ୍ୟକୁ ଦେଖା ଦେଇ ସ୍ୱପ୍ନ ଦୋଷାଦି ଘଟାଇବା ସ୍ତ୍ରୀମୂର୍ତ୍ତି — The form of a charming female appearing in dreams and causing noctur- nal emissions