ସ୍ୱନାମ ଖ୍ୟାତ Swanāma khyāta
- ସଂ. ବିଣ. ପୁଂ.—( 3 ୟା ତତ୍) — ନିଜର ନାମଦ୍ୱାରା ସର୍ବତ୍ର ପ୍ରସିଦ୍ଧ ବା ପରିଚିତ — Known by one's own name; (a person) celebrated by his own actions
- ସଂ. ବିଣ. ପୁଂ.—( 3 ୟା ତତ୍) — [ଦ୍ର— ଯେଉଁ ବ୍ଯକ୍ତି ନିଜର ବିଶିଷ୍ଟ କାର୍ଯ୍ୟଦ୍ୱାରା ବିଖ୍ୟାତ ଓ ଯାହାଙ୍କୁ ଚିହ୍ନାଇବା ପାଇଁ ତାଙ୍କ ପିତାଙ୍କ ନାମ କହିବାକୁ ହୁଏ ନାହିଁ, ସେହିପରି ବ୍ଯକ୍ତିଙ୍କ ପକ୍ଷରେ ଏହି ବିଶେଷଣ ପ୍ରଯୁକ୍ତ ହୁଏ।]