ସ୍ୱଧୀତ Swadhīta

  • ସଂ. ବି—(ସୁ+ଅଧିତ) — ସ୍ୱାଧ୍ୟାୟ; ବେଦାଦି ପାଠ (ବିଶ୍ୱ— କୋଷ) — Study of the Bedas
  • ସଂ. ବିଣ. — ଉତ୍ତମରୂପେ ପଠିତ — Well studied