ସ୍ୱଧୀତୀ Swadhītī

  • ସଂ. ବିଣ (ବହୁବ୍ରୀହି; ସୁ+ଅଧୀତ, ସ୍ୱଧୀତ+ଅଛି ଅର୍ଥରେ ଇନ୍; 1 ମା. 1 ବ) — ସ୍ୱାଧ୍ୟାୟ ଯୁକ୍ତ; ବେଦପାଠ— ନିରତ (ବିଶ୍ୱକୋଷ) — Studious of the Bedas