ସ୍ୱଧିତୀ Swadhitī

  • ସଂ. ବି—(ସଦ୍ ଧାତୁ=ଛେଦନ କରିବା+କରଣ ତି; ଦ=ଧ) — କୁଠାର (ଅମର) — Axe
  • ସଂ. ବି—(ସଦ୍ ଧାତୁ=ଛେଦନ କରିବା+କରଣ ତି; ଦ=ଧ) — ପରଶୁ — Battle-axe