ସ୍ୱଧା ଭୁକ୍ Swadhā bhuk
- ସଂ. ବି—(ସ୍ୱଧା+ଭୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍; ସ୍ୱଧାଭୁଜ୍ 1 ମା. 1 ବ), ଏମାନେ 'ସ୍ୱଧା' ମନ୍ତ୍ର ଦ୍ୱାରା ଭୋଜନ କରୁଥିବାରୁ) — ପିତୃଗଣ; ପୂର୍ବପୁରୁଷ — The deified deceased ancestors
- ସଂ. ବି—(ସ୍ୱଧା+ଭୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍; ସ୍ୱଧାଭୁଜ୍ 1 ମା. 1 ବ), ଏମାନେ 'ସ୍ୱଧା' ମନ୍ତ୍ର ଦ୍ୱାରା ଭୋଜନ କରୁଥିବାରୁ) — ଦେବତା — The gods