ସ୍ୱଦେଶୀ Swadeṡī
- ଦେ. ବିଣ. ପୁଂ. (ସ୍ୱଦେଶୀୟ) — ସ୍ୱଦେଶରେ ନିର୍ମିତ — Country-made; home-made
- ଦେ. ବିଣ. ପୁଂ. (ସ୍ୱଦେଶୀୟ) — ସ୍ୱଦେଶରେ ଜାତ — Produced in one's own country
- ଦେ. ବିଣ. ପୁଂ. (ସ୍ୱଦେଶୀୟ) — ସ୍ୱଦେଶ ସମ୍ବନ୍ଧୀୟ — Relating to one's native land
- ଦେ. ବିଣ. ପୁଂ. (ସ୍ୱଦେଶୀୟ) — ସ୍ୱଦେଶବାସୀ — Inhabitant of one's mother country