ସ୍ୱଦେଶୀୟ Swadeṡīya

  • ସଂ. ବିଣ. ପୁଂ. (ସ୍ୱଦେଶ+ଈୟ) — ସ୍ୱଦେଶ ସମ୍ବନ୍ଧୀୟ — Relating to one's native land
  • ସଂ. ବିଣ. ପୁଂ. (ସ୍ୱଦେଶ+ଈୟ) — ସ୍ୱଦେଶରେ ପ୍ରସ୍ତୁତ — Country- made
  • ସଂ. ବିଣ. ପୁଂ. (ସ୍ୱଦେଶ+ଈୟ) — ସ୍ୱଦେଶରେ ଉତ୍ପନ୍ନ — Produced or made in one's country
  • ସଂ. ବିଣ. ପୁଂ. (ସ୍ୱଦେଶ+ଈୟ) — ସ୍ୱଦେଶବାସୀ — Inhabiting the mother country