ସ୍ୱତ୍ୱ ସାବ୍ୟସ୍ତ Swatwa sābyasta

  • ଦେ. ବି (କଚିରିଆ ଭାଷା) — କୌଣସି ସମ୍ପତ୍ତିରେ କୌଣସି ବ୍ଯକ୍ତିଙ୍କ ସ୍ୱତ୍ୱ ଥିବା ବିଷୟର ଅଦାଲତଙ୍କ ଦ୍ୱାରା ସ୍ଥିରୀକରଣ ଓ ଘୋଷଣା — Establishment of right over property by a law court; declaration of title to a property