ସ୍ୱତ୍ୱ ସାବ୍ୟସ୍ତ ମକଦ୍ଦମା Swatwa sābyasta makaddamā

  • ଦେ. ବି (କଚିରିଆ) — କୌଣସି ସମ୍ପତ୍ତିରେ ବାଦୀଙ୍କ ସ୍ୱତ୍ୱ ସାବ୍ୟସ୍ତ କରାଯିବା ପାଇଁ ଯେଉଁ ମକଦ୍ଦମା ଦାଏର୍ ହୁଏ — Declaratory suit; suit for the establishment and declaration of plaintiff's title to a property