ସ୍ୱତ୍ୱ ଲୋପ Swatwa lopa

  • ସଂ. ବି (କଚିରିଆ ଭାଷା) — ସମ୍ପତ୍ତିରେ ଅଧିକାର ଲୁପ୍ତ ହେବା; ସ୍ୱତ୍ୱନାଶ; ସ୍ୱତ୍ୱନିବୃତ୍ତି — Cessation of right over property
  • ସଂ. ବି (କଚିରିଆ ଭାଷା) — [ଦ୍ର—ଆଇନ୍ ଅନୁସାରେ କୌଣସି ସମ୍ପତ୍ତିରୁ 12 ବର୍ଷ ଦଖଲ ପରିତ୍ୟକ୍ତ ହେଲେ ପୂର୍ବସ୍ୱାମୀଙ୍କ ସ୍ୱତ୍ୱର ଲୋପ ହୁଏ ଓ ଦଖଲକାରୀଙ୍କ ସ୍ୱତ୍ୱ ଉପୁଜେ।] — [ଦ୍ର—ଆଇନ୍ ଅନୁସାରେ କୌଣସି ସମ୍ପତ୍ତିରୁ12ବର୍ଷ ଦଖଲ ପରିତ୍ୟକ୍ତ ହେଲେ ପୂର୍ବସ୍ୱାମୀଙ୍କ ସ୍ୱତ୍ୱର ଲୋପ ହୁଏ ଓ ଦଖଲକାରୀଙ୍କ ସ୍ୱତ୍ୱ ଉପୁଜେ]