ସ୍ୱତନ୍ତ୍ର Swatantra
- ସଂ. ବିଣ. ପୁଂ. (ବହୁବ୍ରୀହି; ସ୍ୱ ହୋଇଅଛି ତନ୍ତ୍ର ଯାହାର) — ସ୍ୱାଧୀନ — Independent; free; self-dependent
- ସଂ. ବିଣ. ପୁଂ. (ବହୁବ୍ରୀହି; ସ୍ୱ ହୋଇଅଛି ତନ୍ତ୍ର ଯାହାର) — ସ୍ୱେଚ୍ଛାଚାରୀ — Self-willed
- ସଂ. ବିଣ. ପୁଂ. (ବହୁବ୍ରୀହି; ସ୍ୱ ହୋଇଅଛି ତନ୍ତ୍ର ଯାହାର) — ନିରର୍ଗଳ; ନିରଙ୍କୁଶ — Unobstructed
- ସଂ. ବିଣ. ପୁଂ. (ବହୁବ୍ରୀହି; ସ୍ୱ ହୋଇଅଛି ତନ୍ତ୍ର ଯାହାର) — ଅନ୍ଯ- ମାନଙ୍କଠାରୁ ପୃଥକ୍ — Distinct; separate from others; different
- ସଂ. ବିଣ. ପୁଂ. (ବହୁବ୍ରୀହି; ସ୍ୱ ହୋଇଅଛି ତନ୍ତ୍ର ଯାହାର) — ବିଶିଷ୍ଟ କାର୍ଯ୍ୟପାଇଁ ବା ପୃଥକ୍ରୂପେ ଉତ୍ସୃଷ୍ଟ — Specially set apart; set apart for a particular purpose