ସ୍ୱଜାତି ପ୍ରିୟ Swajāti priya

  • ସଂ. ବିଣ. ପୁଂ. — (ବହୁବ୍ରୀହି) ଯେଉଁ ବ୍ଯକ୍ତି ଆପଣା ଜାତିକୁ ସ୍ନେହ କରେ — Fond of one's nation or class
  • ସଂ. ବିଣ. ପୁଂ. — ( 6 ଷ୍ଠୀ ତତ୍) ସ୍ୱଡଜାତୀୟମାନଙ୍କ ଅନୁରାଗ— ଭାଜନ — (6ଷ୍ଠୀ ତତ୍) ସ୍ୱଡଜାତୀୟମାନଙ୍କ ଅନୁରାଗ— ଭାଜନ—. Loved by one's class