ସ୍ୱଜନ୍ମା Swajanmā

  • ସଂ. ବିଣ. ପୁଂ. ଓ ସ୍ତ୍ରୀ—(ବହୁବ୍ରୀହି; ସ୍ୱ+ଜନ୍ମନ୍; ସ୍ୱଜନ୍ମନ୍; 1 ମା 1 ବ) — ସ୍ୱୟଂଭୂ; ନିଜଠାରୁ ଜାତ; ଅନନ୍ୟଜନ୍ମା — Born of ones self; not born of another