ସ୍ୱଚ୍ଛା Swachchhā

  • ସଂ. ବିଣ. ସ୍ତ୍ରୀ — ସ୍ୱଚ୍ଛର ସ୍ତ୍ରୀ ଲିଙ୍ଗ — Feminine of Swachchha
  • ସଂ. ବି. — ଶ୍ୱେତ ଦୁର୍ବା (ରାଜ— ନିର୍ଘଣ୍ଟ) — The white Doob grass