ସ୍ୱଚ୍ଛନ୍ଦ Swachchhaṅda

  • ସଂ. ବିଣ. ପୁଂ. (ସ୍ୱ ଅଟେ ଛନ୍ଦ ଯାହାର; ବହୁବ୍ରୀହି; ସ୍ୱ+ଛନ୍ଦ= ଇଚ୍ଛା; ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ) — ସ୍ୱେଚ୍ଛାଚାରୀ; ସ୍ୱେଚ୍ଛାନୁବର୍ତ୍ତୀ — Self-willed; voluntary
  • ସଂ. ବିଣ. ପୁଂ. (ସ୍ୱ ଅଟେ ଛନ୍ଦ ଯାହାର; ବହୁବ୍ରୀହି; ସ୍ୱ+ଛନ୍ଦ= ଇଚ୍ଛା; ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ) — (ଉ—କି ରୂପରେ ମୋହର ହୋଇବ ଗୋବିନ୍ଦ, ଏଥିକି ସାହା ହୁଅ ହୋଇଣ ସ୍ୱଚ୍ଛନ୍ଦ। କୃଷ୍ଣସିଂହ, ମହାଭାରତ, ବିରାଟ।)
  • ସଂ. ବିଣ. ପୁଂ. (ସ୍ୱ ଅଟେ ଛନ୍ଦ ଯାହାର; ବହୁବ୍ରୀହି; ସ୍ୱ+ଛନ୍ଦ= ଇଚ୍ଛା; ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ) — ଅପରାଧୀନ; ସ୍ୱତନ୍ତ୍ର; ସ୍ୱାଧୀନ — Independent; free
  • ସଂ. ବିଣ. ପୁଂ. (ସ୍ୱ ଅଟେ ଛନ୍ଦ ଯାହାର; ବହୁବ୍ରୀହି; ସ୍ୱ+ଛନ୍ଦ= ଇଚ୍ଛା; ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ) — ବାଧାଶୂନ୍ଯ; ଅନିୟନ୍ତ୍ରିତ; ନିରଙ୍କୁଶ — Unobstructed; unrestrained
  • ସଂ. ବିଣ. ପୁଂ. (ସ୍ୱ ଅଟେ ଛନ୍ଦ ଯାହାର; ବହୁବ୍ରୀହି; ସ୍ୱ+ଛନ୍ଦ= ଇଚ୍ଛା; ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ) — ସୁଖୀ — Happy
  • ସଂ. ବିଣ. ପୁଂ. (ସ୍ୱ ଅଟେ ଛନ୍ଦ ଯାହାର; ବହୁବ୍ରୀହି; ସ୍ୱ+ଛନ୍ଦ= ଇଚ୍ଛା; ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ) — ସନ୍ତୁଷ୍ଟ — Contented
  • ସଂ. ବିଣ. ପୁଂ. (ସ୍ୱ ଅଟେ ଛନ୍ଦ ଯାହାର; ବହୁବ୍ରୀହି; ସ୍ୱ+ଛନ୍ଦ= ଇଚ୍ଛା; ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ) — ଅଯତ୍ନଜାତ; ବିନାଚେଷ୍ଟାରେ ଉତ୍ପନ୍ନ; ମନକୁ ଉଠିଥିବା (ଗଛ); ରମ୍ଭା (ଗଛ) — Spontaneous; natural; produced without effort
  • ସଂ. ବିଣ. ପୁଂ. (ସ୍ୱ ଅଟେ ଛନ୍ଦ ଯାହାର; ବହୁବ୍ରୀହି; ସ୍ୱ+ଛନ୍ଦ= ଇଚ୍ଛା; ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ) — ସୁସ୍ଥ — Healthy
  • ସଂ. ବିଣ. ପୁଂ. (ସ୍ୱ ଅଟେ ଛନ୍ଦ ଯାହାର; ବହୁବ୍ରୀହି; ସ୍ୱ+ଛନ୍ଦ= ଇଚ୍ଛା; ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ) — ଅନାୟାସଲଭ୍ୟ — Easily available
  • ସଂ. ବି ( 6 ଷ୍ଠୀ ତତ୍) — ସ୍ୱେଚ୍ଛା; ଅନ୍ୟଦ୍ୱାରା ଅନିୟନ୍ତ୍ରିତ ନିଜର ଇଚ୍ଛା — One's free will
  • ସଂ. ବି ( 6 ଷ୍ଠୀ ତତ୍) — ସ୍ୱାଧୀନତା — Freedom
  • ସଂ. ବି ( 6 ଷ୍ଠୀ ତତ୍) — ସ୍ୱେଚ୍ଛା— ଚାର — Action according to one's own will