ସ୍ୱଚ୍ଛନ୍ଦତା Swachchhandatā

  • ସଂ. ବି (ସ୍ୱଚ୍ଛନ୍ଦ+ଭାବ, ତା, ତ୍ୱ) — ସ୍ୱାଧୀନତା; ସ୍ୱାତନ୍ତ୍ର୍ୟ — Independence
  • ସଂ. ବି (ସ୍ୱଚ୍ଛନ୍ଦ+ଭାବ, ତା, ତ୍ୱ) — ବାଧାଶୂନ୍ଯ ଅବସ୍ଥା — State of being unobstructed
  • ସଂ. ବି (ସ୍ୱଚ୍ଛନ୍ଦ+ଭାବ, ତା, ତ୍ୱ) — ଅଯତ୍ନ— ଜାତ ଅବସ୍ଥା — Spontaneity
  • ସଂ. ବି (ସ୍ୱଚ୍ଛନ୍ଦ+ଭାବ, ତା, ତ୍ୱ) — ସୁଖ — Happiness
  • ସଂ. ବି (ସ୍ୱଚ୍ଛନ୍ଦ+ଭାବ, ତା, ତ୍ୱ) — ସନ୍ତୋଷ — Contentedness
  • ସଂ. ବି (ସ୍ୱଚ୍ଛନ୍ଦ+ଭାବ, ତା, ତ୍ୱ) — ସୁସ୍ଥତା — Healthiness
  • ସଂ. ବି (ସ୍ୱଚ୍ଛନ୍ଦ+ଭାବ, ତା, ତ୍ୱ) — ନିଶ୍ଚିନ୍ତତା — Freedom from care or anxiety or uneasiness