ସ୍ୱଚ୍ଛନ୍ଦଚାରିଣୀ Swachchhandachāriṇī

  • ସଂ. ବିଣ. ସ୍ତ୍ରୀ (ସ୍ୱଚ୍ଛନ୍ଦଚାରିନ୍+ସ୍ତ୍ରୀ. ଈ) — ସ୍ୱଚ୍ଛନ୍ଦଚାରୀର ସ୍ତ୍ରୀଲିଙ୍ଗ — Feminine of Swachchhandachārī
  • ସଂ. ବି. ସ୍ତ୍ରୀ — ବେଶ୍ୟା (ହି. ଶ.) — Harlot