ସ୍ୱଚ୍ଛନ୍ଦ ମରଣ Swachchhanda maraṇa

  • ସଂ. ବି (ଦେଶଜ ବ୍ଯବହାର) — ଇଚ୍ଛାମରଣ; ଇଚ୍ଛା— ମୃତ୍ୟୁ; ନିଜର ଇଚ୍ଛା ଅନୁସାରେ ମୃତ୍ୟୁ — Voluntary death
  • ସଂ. ବି (ଦେଶଜ ବ୍ଯବହାର) — (ଉ—ତାହା ଶୁଣିଣ ବାପେ ପାଇ ହରଷକୁ, ବରଣ କରିଦେଲେ ସ୍ୱଚ୍ଛନ୍ଦ ମରଣକୁ। କୃଷ୍ଣସିଂହ, ମହାଭାରତ, ଆଦି।)
  • ସଂ. ବି (ଦେଶଜ ବ୍ଯବହାର) — ଅନାୟାସ ମୃତ୍ୟୁ — Painless death