ସ୍ୱଚ୍ଛନ୍ଦ ଗତି Swachchhanda gati

  • ସଂ. ବି (କର୍ମଧା) — ସ୍ୱେଚ୍ଛାକ୍ରମେ ଯିବା — Voluntary motion
  • ସଂ. ବିଣ. ପୁଂ. ଓ ସ୍ତ୍ରୀ—(ବହୁବ୍ରୀହି) — ଯେ ସ୍ୱେଚ୍ଛାକ୍ରମେ ଗତି କରେ — Moving freely