ସ୍ୱଚ୍ଛତା Swachchhatā

  • ସଂ. ବି (ସ୍ୱଚ୍ଛ+ଭାବ. ତା. ତ୍ୱ) — ନିର୍ମଳତା — Clearness
  • ସଂ. ବି (ସ୍ୱଚ୍ଛ+ଭାବ. ତା. ତ୍ୱ) — ପ୍ରତିବିମ୍ବଧାରଣ କ୍ଷମତା — Transparence
  • ସଂ. ବି (ସ୍ୱଚ୍ଛ+ଭାବ. ତା. ତ୍ୱ) — ଶୁଭ୍ରତା — Brightness