ସ୍ୱଗତ କଥନ Swagata kathana

  • ସଂ. ବି — ନାଟକାଭିନୟରେ ପାତ୍ରର ନିଜେ ନିଜେ କଥା କହିବା — Soliloquy in a dramatic performance
  • ସଂ. ବି — [ଦ୍ର—ରଙ୍ଗମଞ୍ଚରେ ଏକାଧିକ ପାତ୍ରଙ୍କ ଉପସ୍ଥିତିରେ ଯେବେ ଜଣେ ଅନ୍ଯ ପାତ୍ରମାନଙ୍କୁ ନ ଶୁଣାଇବା ଅଭିପ୍ରାୟରେ କୌଣସି କଥା କହେ, ତାକୁ ସ୍ୱଗତ କଥନ ବୋଲାଯାଏ।]