ସ୍ୱଇରିଣୀ Swa-iriṇī

  • ଗ୍ରା. ବିଣ. ସ୍ତ୍ରୀ. (ପଦ୍ଯ)—(ସଂ. ସ୍ୱୈରିଣୀ) — ସ୍ୱୈରିଣୀ — Swa̲iriṇī (See)
  • ଗ୍ରା. ବିଣ. ସ୍ତ୍ରୀ. (ପଦ୍ଯ)—(ସଂ. ସ୍ୱୈରିଣୀ) — [ଦ୍ର—ପରର ଆଡ଼େ ଚାରିପୁତ୍ର କଲେ ଜାତ, ସ୍ୱଇରିଣୀ ତାକୁଟି ବୋଲନ୍ତି ଜଗତ—କୃଷ୍ଣସିଂହ, ମହାଭାରତ, ଆଦି।]