ସ୍ୱ ଭାଜନ Swa bhājana

  • ସଂ. ବି (ସ୍ୱ+ଭାଜନ) — ଅନନ୍ଦନ; ଆପ୍ଯାୟନ — Welcoming; reception
  • ସଂ. ବି (ସ୍ୱ+ଭାଜନ) — ସୌଜନ୍ୟ — Courtesy; civility
  • ସଂ. ବି (ସ୍ୱ+ଭାଜନ) — ନିଜର ପାତ୍ର — One's receptacle