ସ୍ୱ ବାସିନୀ Swa bāsinī

  • ସଂ. ବି. ସ୍ତ୍ରୀ (ସ୍ୱ=ଜ୍ଞାତି ମଧ୍ୟରେ; ପିତୃ ଗୃହରେ+ବାସିନୀ) — ଚିରଣ୍ଟୀ; ଆଜନ୍ମ ପିତୃଗୃହବାସିନୀ (ବିବାହିତା ବା ଅବିବାହିତା) କନ୍ଯା (ଅମର) — A girl who lives in her parents' house for life