ସ୍ୱ ଧର୍ମ Swa dharma

  • ସଂ. ବି ( 6 ଷ୍ଠୀ ତତ୍) — ନିଜର ଜାତିର ବା ବର୍ଣ୍ଣର ଅନୁଷ୍ଠେୟ ଧର୍ମ; ନିଜର ବର୍ଣ୍ଣାଶ୍ରମ ଧର୍ମ — Religion of one's caste
  • ସଂ. ବି ( 6 ଷ୍ଠୀ ତତ୍) — [ଦ୍ର—ଯଜନ—ଯାଜନ, ଅଧ୍ୟୟନ—ଅଧ୍ୟାପନ, ଦାନ—ପ୍ରତିଗ୍ରହ, ଏମାନ ବ୍ରାହ୍ମଣଙ୍କ ସ୍ୱଧର୍ମ; ଯୁଦ୍ଧ କରିବା, ବିପନ୍ନକୁ ଉଦ୍ଧାର କରିବା, ରାଜ୍ୟଶାସନ କରିବା କ୍ଷତ୍ରିୟଙ୍କ ସ୍ୱଧର୍ମ; କୃଷି, ଗୋପାଳନ, ବାଣିଜ୍ୟ ବୈଶ୍ୟଙ୍କ ସ୍ୱଧର୍ମ; ସେବା ଶୂଦ୍ରଙ୍କ ସ୍ୱଧର୍ମ ଅଟେ। ଭଗବାନ୍ ଗୀତା ( 3\34 )ରେ ଅର୍ଜୁନଙ୍କୁ କହି ଅଛନ୍ତି। "ସୁନ୍ଦର ରୂପେ ଅନୁଷ୍ଠିତ ପର ଧର୍ମାନୁଷ୍ଠାନ ଅପେକ୍ଷା ଅଙ୍ଗହୀନ ସ୍ୱଧର୍ମା— ନୁଷ୍ଠାନ ଶ୍ରେୟସ୍ୱର ଓ ସ୍ୱଧର୍ମାନୁଷ୍ଠାନ କରୁ କରୁ ମୃତ୍ୟୁ ଘଟିଲେ ତାହା ଶ୍ରେୟସ୍କର, କିନ୍ତୁ ପରଧର୍ମାନୁଷ୍ଠାନ ଭୟାବହ ଅଟେ"।] — [ଦ୍ର—ଯଜନ—ଯାଜନ, ଅଧ୍ୟୟନ—ଅଧ୍ୟାପନ, ଦାନ—ପ୍ରତିଗ୍ରହ, ଏମାନ ବ୍ରାହ୍ମଣଙ୍କ ସ୍ୱଧର୍ମ; ଯୁଦ୍ଧ କରିବା, ବିପନ୍ନକୁ ଉଦ୍ଧାର କରିବା, ରାଜ୍ୟଶାସନ କରିବା କ୍ଷତ୍ରିୟଙ୍କ ସ୍ୱଧର୍ମ; କୃଷି, ଗୋପାଳନ, ବାଣିଜ୍ୟ ବୈଶ୍ୟଙ୍କ ସ୍ୱଧର୍ମ; ସେବା ଶୂଦ୍ରଙ୍କ ସ୍ୱଧର୍ମ ଅଟେ ଭଗବାନ୍ ଗୀତା (3\34)ରେ ଅର୍ଜୁନଙ୍କୁ କହି ଅଛନ୍ତି "ସୁନ୍ଦର ରୂପେ ଅନୁଷ୍ଠିତ ପର ଧର୍ମାନୁଷ୍ଠାନ ଅପେକ୍ଷା ଅଙ୍ଗହୀନ ସ୍ୱଧର୍ମା— ନୁଷ୍ଠାନ ଶ୍ରେୟସ୍ୱର ଓ ସ୍ୱଧର୍ମାନୁଷ୍ଠାନ କରୁ କରୁ ମୃତ୍ୟୁ ଘଟିଲେ ତାହା ଶ୍ରେୟସ୍କର, କିନ୍ତୁ ପରଧର୍ମାନୁଷ୍ଠାନ ଭୟାବହ ଅଟେ"]
  • ସଂ. ବି ( 6 ଷ୍ଠୀ ତତ୍) — କୌଣସି ବ୍ଯକ୍ତି ନିଜେ ଯେଉଁ କୂଳରେ ବା ସମାଜରେ ଜନ୍ମଲାଭ କରିଅଛନ୍ତି, ସେହି କୂଳର ଧର୍ମ — Religion of the family or society in which one was born
  • ସଂ. ବି ( 6 ଷ୍ଠୀ ତତ୍) — ନିଜର ଧର୍ମ — One's own religion
  • ସଂ. ବି ( 6 ଷ୍ଠୀ ତତ୍) — ନିଜର କର୍ତ୍ତବ୍ୟ କର୍ମ — One's peculiar duties
  • ସଂ. ବି ( 6 ଷ୍ଠୀ ତତ୍) — ନିଜର ଗୁଣ ବା ଲକ୍ଷଣ — Attributes or symptoms peculiar to any thing or animal
  • ସଂ. ବି ( 6 ଷ୍ଠୀ ତତ୍) — [ଉ—ଜୀବ ହିଂସା କରିବା ବ୍ୟାଘ୍ରର ସ୍ୱଧର୍ମ। ଦାହିକା ଶକ୍ତି ଅଗ୍ନିର ସ୍ୱଧର୍ମ।]
  • ସଂ. ବି ( 6 ଷ୍ଠୀ ତତ୍) — ସ୍ୱଭାବ; ପ୍ରକୃତି — Nature
  • ସଂ. ବି ( 6 ଷ୍ଠୀ ତତ୍) — ବେଦବିହିତ ଆଚାର ବା ଧର୍ମ — Religious rites or conduct prescribed by the Bedas
  • ସଂ. ବି ( 6 ଷ୍ଠୀ ତତ୍) — ସ୍ୱବର୍ଣ୍ଣାଚାର — Practices prescribed for one's caste people
  • ସଂ. ବି ( 6 ଷ୍ଠୀ ତତ୍) — (ଯୋଗଶାସ୍ତ୍ର) ପ୍ରାଣାୟାମ — The operation of controlling or exercising the breath; breathing exercise