ସ୍ୱ ଖାତ Swa khāta

  • ସଂ. ବିଣ ( 3 ୟା ତତ୍) — ନିଜ ଦ୍ୱାରା ଖୋଳା ଯାଇଥିବା — Dug by one's self
  • ସଂ. ବିଣ ( 3 ୟା ତତ୍) — ନିଜ ବ୍ଯୟରେ ଖୋଳା ଯାଇଥିବା — Dug at one's expense
  • ସଂ. ବି — ନିଜ ଦ୍ୱାରା ଖୋଳା ଯାଇଥିବା ପୋଖରୀ — Tank dug by one's self