ସ୍ୟୂତି Syūti
- ସଂ. ବି—(ସିବ୍ ଧାତୁ+ ଭାବ ତି) — ସୀବନ; ଛୁଞ୍ଚି ଦ୍ୱାରା ଲୁଗା ଆଦି ସେଇଁବା — Sewing
- ସଂ. ବି—(ସିବ୍ ଧାତୁ+ ଭାବ ତି) — ରଫୁ କରିବା — Darning
- ସଂ. ବି—(ସିବ୍ ଧାତୁ+ ଭାବ ତି) — ବୁଣିବା; ବୟନ — Weaving
- ସଂ. ବି—(ସିବ୍ ଧାତୁ+ ଭାବ ତି) — (+କର୍ମ. ତି) ତନ୍ତୁ ସନ୍ତାନ, ତନ୍ତୁରେ ନିର୍ମିତ ବସ୍ତୁ (ଯଥା—ଲୁଗାପଟା) — Articles woven from fibres
- ସଂ. ବି—(ସିବ୍ ଧାତୁ+ ଭାବ ତି) — ଲୁଗାର ଥଳି — Cloth bag
- ସଂ. ବି—(ସିବ୍ ଧାତୁ+ ଭାବ ତି) — ସନ୍ତାନ ସନ୍ତତି (ହି. ଶ.) — Offspring