ସ୍ୟମିକ Syamika

  • ସଂ. ବି—(ସ୍ୟମ୍ ଧାତୁ+ଇକ) — ବଲ୍ମୀକ; ଉଇହୁଙ୍କା (ହି. ଶ.) — Ant hill
  • ସଂ. ବି—(ସ୍ୟମ୍ ଧାତୁ+ଇକ) — ବୃକ୍ଷ ବିଶେଷ (ହି. ଶ.) — Name of a certain tree