ସ୍ୟମନ୍ତ ପଞ୍ଚକ Syamanta pan̄chaka

  • ସଂ. ବି — (ନାମ) କ୍ଷତ୍ରିୟମାନଙ୍କ ରକ୍ତରେ ପିତୃଲୋକଙ୍କ ଉଦ୍ଦେଶ୍ୟରେ ପରଶୁରାମଙ୍କ ତର୍ପଣ କରିଥିବା ତୀର୍ଥ ବିଶେଷ (ଭାଗବତ) — Name of a place where Paraṡurāma offered oblations of blood to the manes