ସ୍ୟନ୍ଦୀ Syandī
- ସଂ. ବିଣ. ପୁଂ. (ସ୍ୟନ୍ଦିନ୍ ଶବ୍ଦ; ସ୍ୟନ୍ଦ୍ ଧାତୁ+କର୍ତ୍ତୃ ଇନ୍ 1 ମା 1 ବ) — ଯାହା ସ୍ରବୁଥାଏ; କ୍ଷରଣଶୀଳ — Oozing
- ସଂ. ବିଣ. ପୁଂ. (ସ୍ୟନ୍ଦିନ୍ ଶବ୍ଦ; ସ୍ୟନ୍ଦ୍ ଧାତୁ+କର୍ତ୍ତୃ ଇନ୍ 1 ମା 1 ବ) — ଗମନଶୀଳ — Moving
- ସଂ. ବିଣ. ପୁଂ. (ସ୍ୟନ୍ଦିନ୍ ଶବ୍ଦ; ସ୍ୟନ୍ଦ୍ ଧାତୁ+କର୍ତ୍ତୃ ଇନ୍ 1 ମା 1 ବ) — ସ୍ରାବକ — Causing to flow