ସ୍ୟନ୍ଦିନୀ Syandinī

  • ସଂ. ବିଣ. ସ୍ତ୍ରୀ (ସ୍ୟନ୍ଦିନ୍+ଈ) — ସ୍ୟନ୍ଦୀର ସ୍ତ୍ରୀଲିଙ୍ଗ — Feminine of Syandī
  • ସଂ. ବି — ଲାଳ; ଛେପ — Saliva
  • ସଂ. ବି — ଯେଉଁ ଗାଈ ଏକାଥରକେ ଦୁଇଟି ବାଛୁରୀ ଜନ୍ମ କରେ — A cow which gives birth to two calves at a time