ସ୍ୟନ୍ଦନ Syandana

  • ସଂ. ବି (ସ୍ୟନ୍ଦ୍ ଧାତୁ+କରଣ. ଅନ) — ଚକ୍ରଯୁକ୍ତ ଯାନ; — Car; wheeled vehicle; chariot
  • ସଂ. ବି (ସ୍ୟନ୍ଦ୍ ଧାତୁ+କରଣ. ଅନ) — (+ ଭାବ ଅନ) ଗତି — Motion
  • ସଂ. ବି (ସ୍ୟନ୍ଦ୍ ଧାତୁ+କରଣ. ଅନ) — ବେଗ — Velocity
  • ସଂ. ବି (ସ୍ୟନ୍ଦ୍ ଧାତୁ+କରଣ. ଅନ) — କ୍ଷରଣ — Oozing
  • ସଂ. ବି (ସ୍ୟନ୍ଦ୍ ଧାତୁ+କରଣ. ଅନ) — (+ କର୍ତ୍ତୃ. ଅନ) ଜଳ (ମେଦିନୀ) — Water
  • ସଂ. ବି (ସ୍ୟନ୍ଦ୍ ଧାତୁ+କରଣ. ଅନ) — (+ଭାବ. ଅନ) ଗମନ (ମେଦିନୀ) — Going
  • ସଂ. ବି (ସ୍ୟନ୍ଦ୍ ଧାତୁ+କରଣ. ଅନ) — (+କର୍ତ୍ତୃ. ଅନ) ତିନିଶ ବୃକ୍ଷ (ଅମର); ବାନ୍ଧଣ ଗଛ — Qugenia Dalbergioides (a timber tree)
  • ସଂ. ବି (ସ୍ୟନ୍ଦ୍ ଧାତୁ+କରଣ. ଅନ) — [ଦ୍ର—ଏଥିରେ ରଥ ତିଆରି ହୁଏ]
  • ସଂ. ବି (ସ୍ୟନ୍ଦ୍ ଧାତୁ+କରଣ. ଅନ) — (+ କର୍ତ୍ତୃ. ଅନ) ବାୟୁ (ଶବ୍ଦକଳ୍ପଦ୍ରୁମ) — Air
  • ସଂ. ବି (ସ୍ୟନ୍ଦ୍ ଧାତୁ+କରଣ. ଅନ) — ବୃତ୍ତାର୍ହତ୍ବିଶେଷ (ହେମଚନ୍ଦ୍ର) — Name of a Buddhist saint
  • ସଂ. ବି (ସ୍ୟନ୍ଦ୍ ଧାତୁ+କରଣ. ଅନ) — [ଦ୍ର—ଏ ଗତ ଉତ୍ସର୍ପିଣୀର ତ୍ରୟୋବିଂଶ ଅର୍ହତ (ହି. ଶ.)]।
  • ସଂ. ବି (ସ୍ୟନ୍ଦ୍ ଧାତୁ+କରଣ. ଅନ) — ପାଣି ହୋଇଯିବା (ହି. ଶ.); ତରଳିଯିବା — Turning into water; melting