ସ୍ୟଦ Syada

  • ସଂ. ବି (ସ୍ୟନ୍ଦ୍ ଧାତୁ+ଭାବ ଅ) — ବେଗ (ଅମର) — Velocity
  • ସଂ. ବି (ସ୍ୟନ୍ଦ୍ ଧାତୁ+ଭାବ ଅ) — ଶୀଘ୍ରତା — Haste; speediness