ସ୍ମେର ମୁଖ Smera mukha

  • ସଂ. ବି (କର୍ମଧା) — ଈଷଦ୍ଧାସ୍ୟ ଯୁକ୍ତ ମୁଖ — Smiling face
  • ବିଣ. ପୁଂ. (ବହୁବ୍ରୀହି) — ଈଷଦ୍ଧାସ୍ୟ ମୁଖ ଯୁକ୍ତ — Having a smiling face