ସ୍ୟନ୍ଦନୀ Syandanī

  • ସଂ. ବି (ସ୍ୟନ୍ଦ୍ ଧାତୁ+କର୍ତ୍ତୃ ଅନ+ଈ) — ଲାଳା; ଅଧରା- ମୃତ (ରାଜନିର୍ଘଣ୍ଟ); ଛେପ — Saliva
  • ସଂ. ବି (ସ୍ୟନ୍ଦ୍ ଧାତୁ+କର୍ତ୍ତୃ ଅନ+ଈ) — (କରଣ ଅନ+ଈ) ମୂତ୍ରନାଳୀ (ଶବ୍ଦକଳ୍ପଦ୍ରୁମ) — Urethra; urinary canal