ସ୍ୟନ୍ଦନି Syandani

  • ସଂ. ବି — (ସ୍ୟନ୍ଦନ+ଇ, ଏଥିର କାଠରେ ରଥ ତିଆରି ହେଉଥିବାରୁ)—ତିନିଶ ବୃକ୍ଷ (ଶବ୍ଦ କଳ୍ପଦ୍ରୁମ) ବାନ୍ଧଣଗଛ — Qugenia Dalbergioides (tree)
  • ସଂ. ବି — ସ୍ୟନ୍ଦନୀ (ଦେଖ) — Syandanī (See)