ସ୍ଳୋଥ୍ Sloth

  • ବୈଦେ. ବି (ଇଂ. ସ୍ଳଥ୍) — ଦକ୍ଷିଣ ଆମେରିକାର ଏକପ୍ରକାର ଅତ୍ୟନ୍ତ ଧୀରଗାମୀ କ୍ଷୁଦ୍ର ପଶୁ — Sloth (a South American small animal of very slow motion)