ସ୍ଲୋପ୍ Slop

  • ବୈଦେ. ବିଣ (ଇଂ.) — କ୍ରମନିମ୍ନ; ପାହାନିଆ; ଢାଲୁଆ — Sloping
  • ବି — ପାହାନିଆ ସ୍ଥାନ; ଢାଲୁ ଜାଗା; କ୍ରମ— ନିମ୍ନ ସ୍ଥାନ ବା ବସ୍ତୁ — Slope