ସ୍ରୋତସ୍ୱତୀ Srotaswatī

  • ସଂ. ବି [ସ୍ରୋତସ୍+ବତ୍+ସ୍ତ୍ରୀ ଈ] — ନଦୀ — River
  • ସଂ. ବିଣ. ସ୍ତ୍ରୀ — ସ୍ରୋତସ୍ୱାନ୍ର ସ୍ତ୍ରୀଲିଙ୍ଗ — Feminine of Srotaswān