ସ୍ରୋତ ଆପତ୍ତି Srota āpatti

  • ସଂ. ବି — ବୌଦ୍ଧଶାସ୍ତ୍ର ଅନୁସାରେ ନିର୍ବାଣ—ସାଧନର ପ୍ରଥମ ଅବସ୍ଥା, ଯହିଁରେ ସାଧକଙ୍କର ସଂସାର ବନ୍ଧନ ଶିଥିଳ ହେବା ଆରମ୍ଭ ହୁଏ — The state of a Buddhist sage when his worldly ties begin to be slack